Home Breaking News / ତାଜା ଖବର ନିୟମିତ ହେଲେ ପାଞ୍ଚ ସ୍ୱାସ୍ଥ୍ୟ କର୍ମୀ

ନିୟମିତ ହେଲେ ପାଞ୍ଚ ସ୍ୱାସ୍ଥ୍ୟ କର୍ମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ୨୦୧୩ ମସିହାରେ ଚାକିରି ପାଇଥିବା ସମୁଦାୟ ୩୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ନମ୍ବର PT1-HFW-FW-FWMISC-0016-2020/8362 Dated:17.03.2021 ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ପତ୍ର ସଂଖ୍ୟା 2621/2021 ESST-MPHW(M) Dated: 28.05.2021 ଅନୁସାରେ ନିୟମିତ ସରକାରୀ କର୍ମଚାରୀ (ରେଗୁଲାର) ଭାବରେ ପରିଗଣିତ ହେଲେ.
ଏହି ନିୟମିତ ପ୍ରକ୍ରିୟା ରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମୁଦାୟ ୫ଜଣ ଶ୍ରୀ ଗୋଲକ ବିହାରୀ ଚୌଧୁରୀ, ଶ୍ରୀ ରାଜେଶ୍ ପାତ୍ର, ଶ୍ରୀ M. ରାଜା ଅଶୋକ ଆନନ୍ଦ, ଶ୍ରୀ ରଞ୍ଜନ କୁମାର ନାୟକ, ଏବଂ ଶ୍ରୀ ଶୁଭ କାନ୍ତ ଦାସ ପିଛିଲା ଭାବେ ଅକ୍ଟୋବର ୨୦୧୯ ମସିହାରୁ ନିୟମିତ ସରକାରୀ କର୍ମଚାରୀ ଭାବରେ ପରିଗଣିତ ହେଲେ।
ଏହି ନିୟମିତ ରେ ସେମାନଙ୍କ ସମସ୍ତ ସହ-କର୍ମଚାରୀ, ପରିବାର ବର୍ଗ ଏବଂ ସାଙ୍ଗ ସାଥୀ ଶୁଭେଚ୍ଛା ଜଣାଇଛନ୍ତି

related posts

Leave a Comment