Share with
ପୋଲସରା(ଅଭିମନ୍ୟୁ ମିଶ୍ର): ଗଞ୍ଜାମଜିଲ୍ଲାର ଜଗର୍ଣ୍ଣାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି ା ନିଜ ପୁଅ ହିଁ ନିଜ ବାପା ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ା ମୂତକ ଜଣକ ହେଲେ କୂଷ୍ନଶାହୁ ା ସୂଚନା ପ୍ରକାରେ ପାରିବାରିକ ମଧ୍ୟରେ କୌଣସି କାରଣରୁ ଘରୋଈ କଳି କୁ କେନ୍ଦ୍ରକରି ଏହି ହତ୍ୟା କାଣ୍ତ ଘଟିଥିବା କୁହାଯାଉଛି ା ଅଭିଯୁକ୍ତ ସାନପୁଅ କୁ ଜଗର୍ଣ୍ଣାଥ ପ୍ରସାଦ ଥାନାରେ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି ା ମୂତକ ଙ୍କ ବଡ ପୁଅ ଏନେଇ ଥାନାରେ ଲିଖିତ ଏତଲା ଦାୟର କରିଥିବା ନେଇ ଭଞ୍ଜନଗର sdpo ଶୁଭ୍ରାସୁଂ ସେଖର ମିଶ୍ର ସୂଚନା ଦେଇଛନ୍ତି ା ନିଜ ବାପା ଙ୍କୁ ହତ୍ୟା କରି ମୂତଦେହ କୁ ଘରର ପଛପଟ କୂଅ ଭିତରେ ପକାଇ ଦେଇଥିଲା ପୁଅ ା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନି ଓ ଜଗର୍ଣ୍ଣାଥ ପ୍ରସାଦ ଥାନା ପୋଲିସ୍ ଙ୍କ ଦ୍ୱାରା କୁଅ ଭିତରୁ ମୂତ ଦେହ ଉଧ୍ୟାର କରିଥିଲେ ା ହତ୍ୟାକାରି ପୁଅ ଜଣକ ନାବାଳକ ହୋଈଥିବାରୁ ପୋଲିସ୍ ଏହାର ତଦନ୍ତ ଜାରିରଖିଛି ା