Home Breaking News / ତାଜା ଖବର ବିରଳ ପ୍ରଜାତିର ମାଛ ଉଦ୍ଧାର

ବିରଳ ପ୍ରଜାତିର ମାଛ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମର ଜଗଦାନନ୍ଦ ବେହେରା ସନ୍ଧ୍ୟା ସମୟରେ ନିକଟସ୍ଥ ମହାନଦୀରେ ଜାଲ ପକାଇ ମହାନଦୀରୁ ମାଛ ଧରୁଥିବା ସମୟରେ ହଠାତ ତାଙ୍କ ଜାଲ ଟି ଓଜନିଆ ଲାଗିଲା। ଜାଲ ଟିକୁ ଉପସ୍ଥିତ ବୁଦ୍ଧି ଖଟାଇ ଆସ୍ତେ ଆସ୍ତେ ନଦୀ କୂଳକୁ ଟାଣି ଆଣିଥିଲେ ଜଗଦାନନ୍ଦ ଜାଣିବାକୁ ପାଇଲେ ଯେ ତାଙ୍କ ଜାଲ ରେ ଗୋଟିଏ ବଡ ମାଛ ପଡ଼ିଛି। ଲୋକଙ୍କ ସହାୟତାରେ ମାଛ ଟିକୁ ଉପରକୁ ଆଣି ଓଜନ କଲାପରେ ତାହା ୩୦କେଜି ର ହୋଇଥିଲା। ଯାହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରେ ଭିଡ଼ ପରିଲିଖିତ ହୋଇଥିଲା।

related posts

Leave a Comment