Home Breaking News / ତାଜା ଖବର 102 କିଲୋରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

102 କିଲୋରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଗଞ୍ଜାଇ ଚୋରା ଚାଲାଣ ବେଳେ ଅଭିଯୁକ୍ତ ଙ୍କୁ କାବୁକଲା ପୋଲିସ l ଗଞ୍ଜାମ ଜିଲ୍ଲା ଆସିକା ଥାନା ବିଜୁ ପଟନାୟକ ଛକ ଠାରେ ଆଜି ସକାଳୁ ଗାଡି ଚେକିଙ୍ଗ ବେଳେ ଏକ ନଂବର ବିହିନ କାର ରୁ 102 କିଲୋରୁ ଉର୍ଦ୍ଧ ଗଞ୍ଜାଇ ସହ ଚାରି ଅଭିଯୁକ୍ତ କୁ ଗିରଫ କଲା ପୋଲିସ l ଅଭିଯୁକ୍ତ ଙ୍କ ନିକଟରୁ ଗଞ୍ଜାଇ ସହ ଏକ କାର ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି l ବିଶେଷ କରି ଏମାନେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ହେଉଥିବା ଟେଣ୍ଡର ଫିକ୍ସିଙ୍ଗ ସମ୍ପୃକ୍ତ ରହିଥିବା ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ବିଜୟ କୁମାର ମାଲ୍ଲିକ l

related posts

Leave a Comment