Home Breaking News କରୋନା ଶିଶୁମାନଙ୍କ ଠାରେ ଗୁରୁତର ସଂକ୍ରମଣ ଘଟାଇବାର କୌଣସି ପ୍ରମାଣ ନାହିଁ: ଏମ୍ସ ନିର୍ଦ୍ଦେଶକ

କରୋନା ଶିଶୁମାନଙ୍କ ଠାରେ ଗୁରୁତର ସଂକ୍ରମଣ ଘଟାଇବାର କୌଣସି ପ୍ରମାଣ ନାହିଁ: ଏମ୍ସ ନିର୍ଦ୍ଦେଶକ

by Times One Odia
Share with
     
 
 
   

ଆଗକୁ ଆସିପାରେ କରୋନାର ତୃତୀୟ ଲହର । ଏହି ତୃତୀୟ ଲହର ଶିଶୁଙ୍କ ପଇଁ ବଡ ଘାତକ ହେବ ବୋଲି ଆକଳନ କରାଯାଉଛି । ଏପରି ସମୟରେ କରୋନା ସଂକ୍ରମଣକୁ ନେଇ ବଡ ବୟାନ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ କରୋନାର ପରବର୍ତ୍ତୀ ଲହରରେ ପିଲାମାନଙ୍କଠାରେ ଗୁରୁତର ସଂକ୍ରମଣ ଘଟାଇବ ବୋଲି କୌଣସି ପ୍ରମାଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଗୁଲେରିଆ କହିଛନ୍ତି ଯେ, ଭବିଷ୍ୟତରେ ପିଲାମାନଙ୍କଠାରେ ଆମର ଗୁରୁତର ସଂକ୍ରମଣ ହେବ ବୋଲି ମୁଁ ଭାବୁନାହିଁ

related posts

Leave a Comment