Home Breaking News / ତାଜା ଖବର ଫୁଲବାଣୀରୁ ୨୬ଓ ଜିଲ୍ଲାରୁ ୧୪୩ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୨୬ଓ ଜିଲ୍ଲାରୁ ୧୪୩ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଗତ ତିନି ଚାରିଦିନ ହେଲା କରେ । ନାଗ୍ରାଫ କମିଥିବାବେଳେ ସୋମବାର ପୁଣି କରେ। ନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୧୪୩ ଛୁଇଁଛି ।
ସୋମବାରଫୁଲବାଣୀ ସହରରୁ ୨୬ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୨୬ଜଣଙ୍କ ମଧ୍ୟରୁ ପର୍ଲିଟେକନିକ କଲେଜ ର ୩ଜଣ ,ଆଇଟିଆଇ ୨ମାଷ୍ଟ୍ରପଡ଼ା ୨ନଦୀ ଖଣ୍ଡି, ଅଞ୍ଚଳରୁ ୨ , ଚନ୍ଦନ ନଗର ୨,କେନ୍ଦୁପଦର ୨, ଫୁଲବାଣୀ ସ।ହି ୨ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟ୍ରେଜେରୀ କଲୋନୀ, ନାରାୟଣୀ ରୋଡ, ଏଫସିଆଇ ଛକ, ଚିତ୍ରକୁଟ ସାହି, ଗୋପାଳ ସାହି, ରାମ ମନ୍ଦିର ସାହି ,ଗୋପାଳ ସାହି, ଓ ଲଡ଼ ଏଲଆଇସି କଲୋନୀ,ଡିଏଚଏଚ. ପଞ୍ଚାୟତ ଭବନ, ଆଦି ଅଞ୍ଚଳରୁ ଜଣେ ଲେଖାଏ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ସୋମବାରବାଲିଗୁଡ଼ା ବ୍ଲକରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ାସହରର ୩ ,ଦ।ରିଙ୍ଗବାଡି ୧୬ ,ଖଜୁରୀପଡ଼ା ୨,’ଜିଉ ଦୟଗିରି୧୬, କନୂଆର୍ଗା ୧୫,. ଫିରିଙ୍ଗିଆ ୨୩,ଟିକା ବାଲି ୭ ଓ ରାଇକିଆ ୧୧ଜଣ ତୁମୁଡିବନ୍ଧ ୨,କୋଟଗଡ ୪, ଚକା ପାଦ ୮, କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୬୭୮ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୮୭୯ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୭୫୬ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment