Home Breaking News / ତାଜା ଖବର ବ୍ରାଉନସୁଗାର ଜବତ, ୩ ଗିରଫ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: କଟକ CDA ମଧୁସୂଦନ ସେତୁ ନିକଟରୁ ୧.୩୮ କେଜି ବ୍ରାଉନସୁଗାର ଜବତ, ୩ ଗିରଫ । କୋଲକାତାରୁ ବ୍ରାଉନସୁଗାର ଆଣି ଉପକୂଳବର୍ତ୍ତି ଜିଲ୍ଲାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଗୋଟିଏ ବାଇକ, ଗୋଟିଏ କାର ଓ ୪ ମୋବାଇଲ ଜବତ । ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ।

related posts

Leave a Comment