Home Breaking News / ତାଜା ଖବର ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କୋଲନରା ବ୍ଲକ ସୀମାନ୍ତ ଅଂଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହେବାସହ ୨ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ପଞ୍ଚାୟତ ଚିଛିମି ଗ୍ରାମର ବୋଲି ଜଣା ପଡ଼ିଛି। ତାଙ୍କ ନାମ ମଣୀ କଡ୍ରକା ପିତା ରେଲି କଡ୍ରକା ବୟସ ୪୭ ଅଟେ। ଏକ ମଟର ସାଇକେଲରେ ତିନିଜଣ କଲ୍ୟାଣସିଙ୍ଘପୁର ପଟୁ ରାୟଗଡ ଅଭିମୁଖେ ଯାତ୍ରା ସମୟରେଆଗ ପଟୁ ଭାରି ଜାନ ବେଖି ଭାର ସାମ୍ୟ ହରାଇ ଭେଜା ଓ ଲଷ୍ମୀପୁର ମଝିରେ ରାସ୍ତା କଡରେ ଥିବା ଏକ କଲଭେଟରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ମୃତ ଦେହ ପଡି ରହିଥିବା ବେଳେ ତାଙ୍କ ସମ୍ପର୍କୀୟ ସେଠାରେ ଉପସ୍ଥିତ ରହି ପୋଲିସ କୁ ସୂଚନା ଦିଆଯାଇଛି ସବ ବ୍ୟବଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ଖବର ସଂଗ୍ରହ କରିବା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଦୁଇଜଣ ଗୁରୁତର ମଧ୍ୟରେ ଜଣେ ନାବାଳକ ଅଛନ୍ତି ସେ ଗୁରୁତର ଆହତ ଥିବା ଜଣାପଡିଛି।

related posts

Leave a Comment