Home Breaking News / ତାଜା ଖବର ବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ଗ୍ରାମ ରେ ବଜ୍ର ପାତ ରେ ଜଣେ ମୃତ୍ୟୁ ମୁଖରେ ପଡିଛନ୍ତି, ଆଜି ଅପରାହ୍ନ ରେ ମକାର ମାଝୀ ଆଶ୍ରମ ପଡା ର ବର୍ଷା ସମୟରେ କୌଣସି କାମରେ ଘରୁ ବାହାରି ଥିଲେ ଓ ବଜ୍ରପାତ ହୋଇଛି, ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଛନ୍ତି l

related posts

Leave a Comment