Home Breaking News / ତାଜା ଖବର ଭାରସାମ୍ୟ ହରାଇ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଭାରସାମ୍ୟ ହରାଇ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଗମ୍ଭାରିଆ ଠାରେ ଭାରସାମ୍ୟ ହରାଇ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେଇ ରାସ୍ତା କଡ଼କୁ ଓଲଟି ପଡ଼ିଅଛି ।ବଣେଇ ଠାରୁ ଆଇରନ ନେଇ ପାରାଦ୍ୱୀପ ଯାଉଥିଲା ।କାହାର କୌଣସି କ୍ଷୟକ୍ଷତି ହେଇନାହିଁ ।ଏ ସମ୍ପର୍କରେ ମହାବିରୋଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରୀରଖିଅଛି ।

related posts

Leave a Comment