Home Breaking News / ତାଜା ଖବର ଓଲଟିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଗଲା ଟ୍ରକ ଚାଳକ

ଓଲଟିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଗଲା ଟ୍ରକ ଚାଳକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁନିଗୁଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼ ମଞ୍ଜୁରକୁପା ମୁଖ୍ୟ ରାସ୍ତାରେ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିଛି, ଏହି ଟ୍ରକ ବିଶାଖାପାଟଣା ରୁ କୋଇଲା ବୋଝେଇ କରି ରାୟପୁର ଆଡକୁ ଯାଉଥିବା ସମୟରେ ହଟାତ ତିନୋଟି ଟାୟାର ଫାଟି ଯାଇଥିଲା ଯାହା ଫଳରେ ଭାରଶ୍ୟାମ ହରାଇ ଟ୍ରକଟି ମୁଖ୍ୟ ରାସ୍ତା ଉପରେ ଓଲଟି ପଡିଲା ବୋଲି ସ୍ଥାନୀୟ ଲୋକ ଜଣାଇଛନ୍ତି।ଏଥିରେ ଥିବା ଡ୍ରାଇଭର କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଛନ୍ତି। ଦୃଘଟଣା ଗ୍ରସ୍ତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାରଖଣ୍ଡ ର କେରଡ଼ା ଥାନା ଅନ୍ତର୍ଗତ ଦର୍ମିନା ବାଡ଼ି ର ସୁରେନ୍ଦ୍ର ଶର୍ମା ( ୪୫) ବୋଲି ଜଣାପଡିଛି।ଖବର ର ପାଇ ଅମ୍ବାଦଳା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

related posts

Leave a Comment