Home Breaking News / ତାଜା ଖବର କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଶିକାର କରିବାକୁ ଆସିଥିବା ଶିକାରୀ ଧରାପଡିଲେ

କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଶିକାର କରିବାକୁ ଆସିଥିବା ଶିକାରୀ ଧରାପଡିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ମହାବିରୋଡ଼ ରେଞ୍ଜ ଅଧିନ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲକୁ ଶିକାର କରିବା ଉଦ୍ଧେଶ୍ୟରେ ଯାଇଥିବା ଶିକାରୀ ବନ୍ଧୁକ ସହିତ ମହାବିରୋଡ଼ ବନ ବିଭାଗ ହାତରେ ଧରାପଡିଲେ ।ମହାବିରୋଡ଼ ରେଞ୍ଜ ଅଧିକାରୀ ହରମୋହନ ନାୟକ ଙ୍କ ନେତୃତ୍ୱରେ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ କରୁଥିଲା ସମୟରେ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଶିକାର କରିବାକୁ ଆସିଥିବା ପଙ୍ଗାତିରା ଗ୍ରାମ ଝୁଲାଖୁଣ୍ଟିଆ ସାହି ର ବାଙ୍କନିଧି ସାହୁ ଙ୍କୁ ବନ୍ଧୁକ ସହିତ ଧରି ମହାବିରୋଡ଼ ରେଞ୍ଜ କୁ ଆଣିଥିଲେ ।ବନ୍ୟଜନ୍ତୁ ଆଇନ ଅନୁସାରେ ଆସନ୍ତାକାଲି ପରଜଙ୍ଗ କୋର୍ଟ ଚାଲଣ କରାଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।

related posts

Leave a Comment