Home Breaking News / ତାଜା ଖବର ହାଇୱା ଗାଡି ଧକ୍କାରେ ୩ ମୃତ ପରିବାରଙ୍କୁ ୩୦ ହଜାର ଟଙ୍କା ରେଡକ୍ରସ୍ ସହାୟତା ପ୍ରଦାନ

ହାଇୱା ଗାଡି ଧକ୍କାରେ ୩ ମୃତ ପରିବାରଙ୍କୁ ୩୦ ହଜାର ଟଙ୍କା ରେଡକ୍ରସ୍ ସହାୟତା ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ I ଗତକାଲି ସଂନ୍ଧ୍ୟା ୫ଟାରେ ହାଇବା ଗାଡି ନମ୍ବର OD15-D-0822 ଅରିଗାଁର ମୁଖ୍ୟରାସ୍ତା କଡରେ ଛିଡା ହୋଇଥିବା ଚାରିଜଣଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା ।ମୃତକ ହେଲେ ଵରଗଡ ଜିଲ୍ଲା ଭେଡେନ ଥାନା ଉଦେପୁର ଗ୍ରାମର ଗୋବିନ୍ଦ ବଗର୍ତ୍ତି-(୪୫) , ଗୈାର ମାଝି -୫୦, ଦନାର୍ଦ୍ଦନ ବାରିକ ୫୦ ଙ୍କ ପରିବାର ଙ୍କ ସୁବର୍ଣ୍ଣପୁର ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ରେଡକ୍ରସ୍ ପାଣ୍ଠି ରୁ ୩୦ ହଜାର ଟଙ୍କା ମଞ୍ଜୁର କରି ତିନି ପରିବାର କୁ ୧୦ ହଜାର ଟଙ୍କା ଲେଖାଏଁ ବିନିକା ତହସିଲଦାର ଅଲେଖ ଘୁଟ,ଵିଡିଓ ବ୍ୟସଦବ ବେହେରା , ଆଇଆଇସି ପବିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହାୟତା ରାଶି ବଣ୍ଟନ କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ମୃତ ଦେହ ହସ୍ତାନ୍ତର ପୁଲିସ କରିଥିଲେ ।

related posts

Leave a Comment