Share with
ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମାତୃ ଓ ଶିଶୁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଏବଙ୍ଗ କଣିଆ କେଳା ସାହି ରେ ସମାଜସେବୀ କେଦାର ଦଳାଇ ଙ୍କ ନେତୃତ୍ଵ ରେ ମାକ୍ସ ପାଣି ବଟଲ ବିସ୍କୁଟ ବଣ୍ଟନ ଓ କରୋନା ସଚେତନତା କାର୍ଯ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶ୍ରୀ ଦଳାଇ ଙ୍କ ସହିତ ଟିମ୍ କେଦାର ଦଳାଇ ଗ୍ରୁପ୍ ର ସଦସ୍ୟ କୃଷ୍ଣଚନ୍ଦ୍ର ସ୍ୱାଇଁ. ବିଜୟ ମହାନ୍ତି. ଗୌରାଙ୍ଗ ଦଳାଇ. ଚହଲି ଜେନା. ବିଶ୍ୱଜିତ ଦାସ. ସତ୍ୟଜିତ ଦାସ. ଜଗନ୍ନାଥ ସେଠି. ପୁରୁଷୋତ୍ତମ ସ୍ୱାଇଁ. ଦ୍ୱାରିକା ପ୍ରସାଦ ମହାନ୍ତି.ସୌମେନ୍ଦ୍ର ମହାନ୍ତି. ଗଙ୍ଗାଧର ନାୟକ ପ୍ରମୁଖ ରହି ସରକାରଙ୍କ କୋଭିଡ ନିୟମ କୁ ସଠିକ୍ ଭାବେ ପାଳନ କରିବା କୁ କହିଛନ୍ତି