Home Breaking News ଡ୍ରେସ ହାଉସ ଉପରେ ସ୍ଥାନୀୟ ପ୍ରଶାସନର ଅଚାନକ ଚଢ଼ଉ

ଡ୍ରେସ ହାଉସ ଉପରେ ସ୍ଥାନୀୟ ପ୍ରଶାସନର ଅଚାନକ ଚଢ଼ଉ

by Times One Odia
Share with
     
 
 
   

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ହାଟରେ ଥିବା new bijaylaxmi ଡ୍ରେସ ହାଉସ ଉପରେ ସ୍ଥାନୀୟ ପ୍ରଶାସନ ର ଅଚାନକ ଚଢ଼ହୁ l ସୂଚନା ଯୋଗ୍ୟ ଯେ କୋଭିଡି ର ଦ୍ୱିତୀୟ ଲହରୀ ହୁ ହୁ ହୋଇ ମାଡୁ ଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ୱାର ଲକ ଡଉନୁ ଓ ସଟ ଡାଉନୁ ଭଳି ପଦେକ୍ଷପ ନିଅ ଯାଇଛି l ଏବଂ ଏହାକୁ ଖାତିରି କରୁ ନଥିବା କିଛି ଅସlଧୁ ବ୍ୟବସାୟୀ ଙ୍କୁ ଦେଖି ବାକୁ ମିଳିଛି l ସେମିତି ଏକ ବ୍ୟବସାୟ ନାଉଗାଁ ସ୍ଥିତ new bijalaxmi ତାର ସଟର ବନ୍ଦ କରି ଭିତରେ 50ରୁ ଉର୍ଦ୍ଧ ଲୋକଙ୍କୁ ପୁରାଇ ଥିବା ର ଖବର ପାଇଁ ସ୍ଥାନୀୟ ବିଡିଓ ଏବଂ ତହସିଲଦାର ଓ iic ହଟାତ ମିଳିତ ଚଢ଼ଉ କରିବା ସହିତ ଦୋକାନକୁ ଲକ ଡାଉନୁ ପର୍ଯ୍ୟନ୍ତ ସିଜ଼ କରା ଯାଇ 20ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି l

related posts

Leave a Comment