Home Breaking News / ତାଜା ଖବର କନ୍ଧମାଳରେ କରୋନା ଗ୍ରାଫ ତଳ ମୁହାଁ: ଆଜି ଜିଲ୍ଲାରେ ମାତ୍ର ୩ ପଜିଟିଭ ଚିହ୍ନଟ

କନ୍ଧମାଳରେ କରୋନା ଗ୍ରାଫ ତଳ ମୁହାଁ: ଆଜି ଜିଲ୍ଲାରେ ମାତ୍ର ୩ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗତ ୩/୪ ଦିନ ହେଲା କନ୍ଧମାଳ ଜିଲ୍ଲାରେ କ6 ରାନା ଗ୍ରାଫ ଖସିବାରେ ଲାଗିଛି । ରବିବାର ଫୁଲବାଣୀ ସମେତ ଜିଲ୍ଲାରେ ମାତ୍ର ୩ଜଣ କରେ। ନା ପଜିଟିଭ ରୋଗୀଚିହ୍ନଟ ହୋଇଛନ୍ତି ।. ଫଳରେ ପ୍ରଶାସନ ଆଶ୍ଵସ୍ତ ଲାଭ କରିଛି । ଫୁଲବାଣୀ ଆଜିର କରେନା ପଜିଟିଭ ଚିହ୍ନଟ ୩ଜଣ ଜଣକନ୍ଧମାଳ ବାହାରେ ଚିହ୍ନଟ ହୋଇଛନ୍ତି । ସେଥିରେ ଜଣେ ୯ ବର୍ଷର ଶିଶୁ ରହିଥିବା ଜଣା ପଡିଛି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୫୩୫ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୭୯୬ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୬୯୬ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୩ ଜଣଙ୍କ କରେ । ନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକରିବା ଓ ସାନିଟାଇଜର ବ୍ୟବହାର କରିବାଲାଗି ପ୍ରଶାସନ ପରାମର୍ଶ ଦେଇଛି ।

related posts

Leave a Comment