Home Breaking News / ତାଜା ଖବର କେନ୍ଦ୍ରାପଡ଼ାରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ାରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡା(ସୁନୀଲ ସାହୁ): ଏବେ ସୋସିଆଲ ମିଡ଼ିଆ ବା ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଅଶ୍ଳୀଳ ଫଟୋ ଏହା ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା, ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ଘଟଣା ଯାହା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଜ୍ୟା ର ଘଟଣା ସୃଷ୍ଟି ହୋଇଛି l ଚାନ୍ଦୋଳ ଗ୍ରାମର ହିମାଂଶୁ ନାୟକ ଙ୍କ ଅଭିଯୋଗ ଆଧାରରେ ତାଙ୍କ ଘର ନିର୍ମାଣ ପାଇଁ ଆସିଥିବା ବଙ୍ଗାଳୀ ମିସ୍ତ୍ରୀ ମିଳନ ସେଖ ନାମକ ବ୍ୟକ୍ତିଙ୍କୁ ଠିକା ଦିଆଯାଇଥିଲା l ହେଲେ ତାଙ୍କ ପରିବାର ଅଜାଣତରେ ତାଙ୍କ ଝିଅ ପ୍ରଭାତିକ ନାୟକ ସହ ମିଲନ ଭିଡିଓ କଲ୍ କରି କଥା ହୋଇ ତାକୁ ସ୍କ୍ରିନ ରେକର୍ଡ କରି ରଖିଥିଲା l ହିମାଂଶୁ ନାୟକ ଙ୍କ ପଡୋଶୀ ସନ୍ଦୀପ ନାୟକ ସହ ମିଶି ମିଲନ ତା ମୋବାଇଲ ରେ ରଖିଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓ କୁ ସୋସିଆଲ ମିଡ଼ିଆ ୱାଟସାପ ଏବଂ ଇନଷ୍ଟା ଗ୍ରାମ ରେ ଭାଇରାଲ୍ କରିଛନ୍ତି ଏବଂ ତା ପରେ ସନ୍ଦୀପ ମତେ ଏବଂ ମୋ ଝିଅ କୁ ଧମକ ଦେଇ କହୁଛି କି ତୋ ଝିଅ ର ଗୁମର ମୋ ପାଖରେ ଅଛି ମୁଁ ତାକୁ ଭାଇରାଲ କରିଦେବି ତାପରେ ଆମେ ଭାଇରଲ ହୋଇଥିବା ଫୋଟୋ ବିଷୟରେ ଅଜଣା ବ୍ୟକ୍ତି ଙ୍କ ଠୁ ଅବଗତ ହେଲୁ ତାପରେ କେନ୍ଦ୍ରାପଡା ସଦର ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି କାର୍ଯ୍ୟନୁଷ୍ଠାନ କରାଯାଇନାହିଁ। ଏହିଭଳି କାର୍ଯ ଅଜି ନୁହେଁ ସବୁବେଳେ ଘଟୁଛି ହେଲେ ଆମ ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦୋଷୀ ପ୍ରତି ନିଆଯାଉ ନାହିଁ ବୋଲି ଏଭଳି ପରିସ୍ଥିତି ବାରମ୍ବାର ଘଟିଚାଲିଛି ଲ

related posts

Leave a Comment