Home Breaking News / ତାଜା ଖବର ପାରାଦୀପ ସମୁଦ୍ର କୂଳରେ ଥିବା ଜଳଜୀବ ସଂଗ୍ରାଳୟ ନିକଟ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର

ପାରାଦୀପ ସମୁଦ୍ର କୂଳରେ ଥିବା ଜଳଜୀବ ସଂଗ୍ରାଳୟ ନିକଟ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାରାଦୀପ ସମୁଦ୍ର କୂଳରେ ଥିବା ଜଳଜୀବ ସଂଘ୍ରାଳୟ ନିକଟ ଜଂଗଲ ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ର ମୃତ ଦେହ ଉଦ୍ଧାର।ମୃତୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ।କିନ୍ତୁ ମୃତ ଯୁବକ ଟିର ପରିଚୟ ମିଳିନଥିବାବେଳେ ଯୁବକ ଟି ଗାଡିଚାଳକ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।ଖବର ହସ୍ତଗତ ହୋଇ ରିପୋର୍ଟ ଲେଖାହେବା ଭିତରେ ଶବକୁ ପୋଲିସ ଜବତ କରିନଥିଲା ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲେ ନିଶ୍ଚୟ ମୃତ୍ୟୁବରଣ ର ରହସ୍ୟ ପଦାକୁ ଆସିବ।

related posts

Leave a Comment