Home Breaking News / ତାଜା ଖବର ଫୁଲବାଣୀରୁ ୧୨ ଓ ଜିଲ୍ଲାରୁ ୭୬ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୨ ଓ ଜିଲ୍ଲାରୁ ୭୬ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶନିବାର କନ୍ଧମାଳ ଜିଲ୍ଲାରେ ଗତ ତିନିଦିନ ହେଲା କରେ । ନାଗ୍ରାଫ ଖସିବାରେ ଲାଗିଛି । ଶନିବୀର ଜିଲ୍ଲାରେ ମୋଟ ୭୬ଜଣ କରେ। ନା ପଜିଟିଭ ରୋଗୀଚିହ୍ନଟ ହୋଇଛନ୍ତି । ଶନିବାର ଫୁଲବାଣୀ ।ସହରରୁ ୧୨ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୧୨ଜଣଙ୍କ ମଧ୍ୟରୁ ଡାକ ପାଲା ୨,ଡିଏଚଏଚ ୨, ହାଟପଦା ୨,ନାରାୟଣୀ ୨ଜଣ ଲେଖାଁଏପଜିଟିଭ ଚିହ୍ନଟ ହୋଇଥିବାବେଳେ କଣ୍ଟ୍ରାକ୍ଟର ପଡ଼ା, ମୁଣ୍ଡିଆ ସାହି, ପିଅନପଡ଼ା, ଜଗନ୍ନାଥ ସାହି ଅଞ୍ଚଳରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଶନିବାର ବାଲିଗୁଡ଼ାରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୧୧. ,ଖଜୁରୀପଡ଼ା ୧୮,’ଜିଉ ଦୟଗିରି ୮କନୂଆର୍ଗା୬,. ଫିରିଙ୍ଗିଆ ୮, I ଟିକା ବାଲି ୧ ଓ ରାଇକିଆ ୧ଜଣ ତୁମୁଡିବନ୍ଧ ୧ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୫୩୨ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୬୯୭ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୭୯୩ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment