Home Breaking News / ତାଜା ଖବର ମିଶନସକ୍ତି ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମିଶନସକ୍ତି ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମହିଳା ମିଶନସକ୍ତି ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ର ଗାଁ ଗୁଡିକରେ କରୋନା ସଂକ୍ରମଣ ଦ୍ରୁତ ସଂକ୍ରମଣ ଯୋଗୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।ରୋଗକୁ ଘୃଣା କର ରୋଗୀକୁ ଘୃଣା କରନ୍ତୁ ନାହିଁ ସଚେତନ ରହି ସରକାରଙ୍କ କୋଭୋଡି କଟକଣାକୁ ମାନି ଚାଲିଲେ କରୋନା ସଂକ୍ରମଣ କମିବ ବୋଲି ଲୋକମାନଙ୍କୁ ବିଧାୟକ ପ୍ରଶାନ୍ତ କୁମାର ମିଦୁଲି ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ପଞ୍ଚାୟତ ସମିତି ଅଧକ୍ଷ ଜଗନ୍ନାଥ ଦାସ,ବ୍ଲକ ବିଜେଡି ସଭାପତି ସୁଜିତ ମଲିକ ଙ୍କ ସହିତ ମିଶନ ଶକ୍ତିର ମହିଳା ମାନେ ଯୋଗଦେଇ ଲୋକମାନଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ।

related posts

Leave a Comment