Home Breaking News / ତାଜା ଖବର ଡାବୁଗାଁରେ ବିଶ୍ଵ ପରିବେଶ ଦିବସ ପାଳିତ

ଡାବୁଗାଁରେ ବିଶ୍ଵ ପରିବେଶ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳର ଜଟାବାଲ ସେକସନ ଅଧୀନ ବରଦେଇ “ବି” ବନ ସୁରକ୍ଷା ସମିତିରେ ବିଶ୍ଵ ପରିବେଶ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ | ଏଥିରେ ଆଶ୍ଵସ୍ତ, ବର, ନିମ୍ବ, ଅଶୋକ, ଜାମୁକୋଳି ଓ ଅର୍ଜୁନ ଚାରା ମୋଟ ୧୫ ଟି ଚାରା ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ, ଗ୍ରାମ୍ୟ ବିକାଶ ସଂଗଠନର ଅଧ୍ୟକ୍ଷ ଇଶ୍ଵର ପ୍ରସାଦ ସାବତ, ବନସୁରକ୍ଷା ସମିତି ସଭାପତି ଉଁଆଶୁ ମାଝୀ, ଜଟାବାଲ ବନପାଳ ସ୍ଥିତିପ୍ରଜ୍ଞା ତ୍ରିପାଠୀ, ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଋତରାଣୀ ବିଶ୍ଵାସରାୟ, କୁନ୍ତଳା କୁମାରୀ ଖୁରା, ଅନିତା ହିଆଲ, ରାମାକାନ୍ତ ସାହୁ, ସୁରେଶ ଚନ୍ଦ୍ର ମଣ୍ଡଳ, ସୁଶାନ୍ତ କୁମାର ସିଂ, ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ସଦା ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା କୃପାଦାସ ମହୁରିଆ ଓ ହଋ ନାୟକ ପ୍ରମୁଖ ପରିଚାଳନା କରିଥିଲେ |

related posts

Leave a Comment