Home Breaking News / ତାଜା ଖବର ବାଇକ ଦୁର୍ଘଟଣାରେ ଚକାପାଦ ଥାନା ପୋଲିସ୍ ଗୁରୁତର

ବାଇକ ଦୁର୍ଘଟଣାରେ ଚକାପାଦ ଥାନା ପୋଲିସ୍ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଶନିବାର ସକାଳେ ବାଇକ ଦୁର୍ଘଟଣାରେ ଚକାପାଦ ଥାନା ପୋଲିସ କର୍ମକାରୀ ଲଳିତ ସାହୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରାହ୍ମଣପାଦ ମେଡ଼ିକାଲରେ ଭର୍ତ୍ତୀ କରିଛନ୍ତି ।
ସୁଚନାଯୋଗ୍ୟଯେ ଲଳିତ ଆଜି ବାଇକ ଯୋଗେ କୈଣସି କାମରେ ବଜାରକୁ ଆସୁଥିବାବେଳେ ଚକାପାଦ ଥାନା ନିକଟରେ ଥିବା ଏକ ହମ୍ପସରେ ଭାରସାମ୍ୟ ହରାଇ ବାଇକ ସହ ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଗୋଡ଼ ହାତରେ ଆଘାତ ଲାଗିଥିଲା । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲ ବାଣୀସଦରମହକୁମା ଡାକ୍ତରଖାନାକୁ ନିଆଯିବ ବୋଲି ଜଣା ପଡିଛି ।

related posts

Leave a Comment