Home Breaking News / ତାଜା ଖବର ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି

ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଧର୍ମପତ୍ନୀଙ୍କୁ ହରାଇଥିବା ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ମଧୁମେହ ଜନିତ ରୋଗ ରେ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ଆଉ ନାହାଁନ୍ତି ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର। ହାତ ଧରାଧରି ହୋଇ ଚାଲିଗଲେ ନିଜ ଧର୍ମପତ୍ନୀଙ୍କ ସହ । #ଶଲାବୁଢ଼ାଙ୍କୁ ଆଉଥରେ ଦେଖିବାର ସ୍ବପ୍ନ, ସ୍ବପ୍ନ ହୋଇ ରହିଗଲା ।

related posts

Leave a Comment