Share with
ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାଚକାପାଦ ଥାନା ଅନ୍ତର୍ଗତ ପସରା ଫାଣ୍ଡିରେ କାର୍ଯ୍ୟରତଏଏସଆଇ ଅତିଥି ନା ଏକଙ୍କ ପୋଲିସ ସବଇନସପେକଟର ପଦବୀକୁ ପଦନ୍ନେ ।ତୀ ହୋଇଛି । ଫଳରେ ଥାନାର ଆଇଆଇସିଙ୍କ ସମେତ ସମସ୍ତ କର୍ମଚାରୀଓ ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସେ ଏଠାରୁ ରିଲିଭ ହୋଇ ଟ୍ରେନିଂରେ ଅନୁଗୁଳ ଗଲେ । ଫଳରେ ଥ।ନା କର୍ମଚାରୀ,ଗ୍ରାମବାସୀ ବୁଦ୍ଧିଜୀବୀ ମାନେ ଫାଣ୍ଡି ଅଧିକାରୀ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଥିଲେ ।
ସେ ପସର। ଫାଣ୍ଡି ଅଧିକାରୀ ଭାବେଦାଇତ୍ୱ ରେ ରହି ବେଶ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିଆସିଥିଲେ।
କରୋନା ସମୟରେ ସେ ଲୋକଙ୍କୁ ସଚେତନତା ସୃଷ୍ଟି କରୁଥିଲେ। ତାଙ୍କର ନିଷ୍ଠା, ଆନ୍ତରୀକ ତା ଓ କାର୍ଯ୍ୟଦକ୍ଷତା କୁ ଭିତ୍ତିକରି ତାଙ୍କୁଏହି ପଦନ୍ନୋତୀ ମିଳିଛି।
ଏହି ପଦୋନ୍ନତୀ ଫଳରେ ଆଗକୁ ଭଲ କାର୍ଯ୍ୟ କରିବାଲାଗି ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ନା ଏକ କହିଛନ୍ତି ।