Home Breaking News / ତାଜା ଖବର ହାଇବା ଗାଡି ଧକ୍କାରେ ୩ ମୃତ ୧ ଗୁରୁତର

ହାଇବା ଗାଡି ଧକ୍କାରେ ୩ ମୃତ ୧ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ I ଆଜିସଂନ୍ଧ୍ୟା ୫ଟାରେ ଗୋଡ଼ଭଗା ପଟରୁ ଦ୍ରୁତ ଗତିରେ ଆସୁଥିବା ହାଇବା ଗାଡି ନମ୍ବର OD15-D-0822 ଅରିଗାଁର ମୁଖ୍ୟରାସ୍ତା କଡରେ ଛିଡା ହୋଇଥିବା ଦୁଇଟି ବାଇକରେ ଚାରିଜଣଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣ ଗୁରୁତର ହୋଇଛନ୍ତି I ହାଇବା ଗାଡିର ଡ୍ରାଇଭର ହିରାକୁଦ ଥାନା ଜୟକିଶାନ ଓରାମ (-୨୦) ଖସି ଯାଉଥିବା ବେଳେ ଗ୍ରାମବାସୀ କାବୁ କରିଥିଲେ I ସୁଚନା ଅନୁଶାରେ ବରଗଡ଼ ଜିଲ୍ଳା ବୈପୁର ଗ୍ରାମରୁ ବିନିକା ଅଞ୍ଚଳକୁ ଦୁଇଟି ବାଇରେ ୫ ଜଣ ଝିଅ ଦେଖ ଆସି ଫେରୁଥିଲାବେଲେ ବିନିକା- ଗୋଡ଼ଭଗାରାସ୍ତା ରବିନିକା ଥାନା ଅରିଗାଁ ଗାଁ ପାଖରେ ପାଣି ପିଇବା ‌ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ା ସେହିସମୟରେ ଗୋଡ଼ଭଗା ପଟରୁ ଦ୍ରୁତ ଗତିରେ ଆସୁଥିବା ହାଇବା ଗାଡି ନମ୍ବର OD15-D-0822 ହାଇବା ଗାଡ଼ି ଗୁଡ଼ଭାଗା ପଟରୁ ଦୃତ ଗତିରେ ଆସି ସମ୍ମୁଖରେ ପଟରୁ ୪ରି ଜଣଙ୍କୁ ଧର୍କ୍କା ଦେଇଥିଲା ା ଧର୍କାହେବାରୁ ବୈ ଇପୁର ଗ୍ରାମର ଗୋବିନ୍ଦ ବଗର୍ତ୍ତି-(୪୫) , ଗୈାର ମାଝି -୫୦, ଦନାର୍ଦ୍ଦନ ବାରିକ ୫୦ ଙ୍କ ଡ଼ାକ୍ତର ମୃତ ଘୋଶଣା କରିଥିଲାବେଲେ ରୁପାପାଲି ଗ୍ରାମର ବରୁଣ ଭୁଏ -୩୦ ଗୁରତ ହୋଇ ବୁଲ୍ଲା ଡ଼ାକ୍ତର ଖାନାକୁ ପଠା ହୋଇଛି ା ସେହି ଗ୍ର‌ାମର ଅରୁଣ ମାଝି ଅନ୍ୟତ୍ର ଥିବାରୁ ସେ ସୁସ୍ଥ ଅଛନ୍ତି ା ଦୁଃର୍ଘଟରାର ଖବରପାଇ ବିନିକା ଅଗ୍ନିସମ ବିଭାଗ ଓ ୧୦୮ ଗାଡ଼ି ପହଞ୍ଚି ସମସ୍ଥଙ୍କୁ ବିନିକା ନାକ୍ତ ଖାନାକୁ ଆଣିଥିଲେ ା ଏନେଇ ବିନିକା ପୁଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରୁ ଡ଼୍ରାଇଭର ଥାନାରା ଅଟକ ରଖି ପଚରା ଉଚୁରା ଥିବା ଜଣାପଡ଼ିଛି ା

related posts

Leave a Comment