Home Breaking News / ତାଜା ଖବର ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର

ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ ନାୟକ): ଆଜି ଫୁଲ ବାଣୀ ସଦର ମହକୁମାଡାକ୍ତରଖାନାର ଆର ଟି ପି ସି ଆର ଗାଡି ରାରସାମ୍ୟ ହରାଇ ଓ ଲ ଟୀ ଯିବା ଫଳରେଡ୍ରl ଇ ଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଆହତ ଡ୍ରାଇଭର ଜଣଙ୍କ ହେଲେ ରାଜକିଶୋର ବେହେରା ବୋଲି ଜଣାପଡିଛି
ସୂଚନାଯୋଗ୍ୟଯେ, ଖଜୁରୀପଡା ଥାନା ଅନ୍ତର୍ଗତ ସମର ଡେଗା ବୁଲାଣି ରେ ଗାଡିଟିଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭର, ରାଜକିଶୋର କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖଜୁରିପଡ଼ା ଡ଼ାକ୍ତର ଖାନା ଓ ପରେ ଫୁଲ ବାଣୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।
ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

related posts

Leave a Comment