Share with
ମୟୁରଭଞ୍ଜ(ଅବିନାଶ ମହାନ୍ତି): ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ବେକରେ ରଶିଲଗାଇ ମହୁଲ ଗଛରେ କଲେ ଆତ୍ମହତ୍ୟା ।
ଝୁଲନ୍ତା ଅବସ୍ଥାରେ ଧାନଶୋଳ ଅଞ୍ଚଳରୁ ମୃତଦେହ ଉଦ୍ଧାର ।
ପୋଲିସର ତଦନ୍ତଜାରୀ । ପ୍ରେମୀଯୁଗଳ ଦରଖୋଳି ଗ୍ରାମର
ରାସଗୋବିନ୍ଦପୁର ଥାନା ଅଞ୍ଚଳର ଘଟଣା । ଦୁଇଜଣ ନାମ ବାଉଳା ସିଂ ଓ ସୀମା ସିଂ ।