Share with
ଜଗତସିଂହପୁର(ସୁମନ ଜେନା): କୁଜଙ୍ଗ ବ୍ଲକ ଜିଲାନାସି ଗ୍ରାମପଂଚୟତ ଅନ୍ତର୍ଗତ ଜୟସିଂପୁର ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ଜିବନ ହାରିଛନ୍ତି ମାଗୁଲ ବେହେରା… ଗତକାଲି ମଧ୍ୟ ରାତିରେ ରେଳ ଧାରଣା ଆତ୍ମହତ୍ୟା କରିଛନ୍ତି… ଗତ କିଛି ଦିନ ପୂର୍ବରୁ ପାରିବାରିକ କଳହ କୁ ନେଇ ଚିନ୍ତା ଓ ଅଶାନ୍ତି ରେ ଥିବା ସୂଚନା ମିଳିଛି… କିଛିଦିନ ତଳେ ସେ କୋଭିଡ଼ ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣାପଡିଛି |