Share with
ବୋଡେ଼ନ(ଜଗତ ରାମ ଦଣ୍ଡସେନା):ପୁଣି ଦ୍ବି ପ୍ରହର ରେ ଏସ. ଏମ. ସି. ଫୋର ୱେ କମ୍ପାନୀ ର ଟ୍ରକ ଚାପା ରେ ଚାଲିଗଲା ପୁଣି ଏକ ଜୀବନ, ବୋଡେ଼ନ ବ୍ଲକ ର ରାଜପୁର ଗ୍ରାମ ରେ ଘଟିଛି ଏ ଅଘଟଣ, ମୃତକ ହେଉଛନ୍ତି ରାଣିମୁଣ୍ଡା ଗ୍ରାମ ର ସୋମ ଦତ୍ତ ସୂପକାର (38)’,, ସେ ସୁନାପୁର ପଂଚାୟତ ରେ ଜି ଆର ଏସ ଭାବେ କାର୍ଯ୍ୟ ରତ ଥିଲେ, ବୋଡେ଼ନ ପଟ ରୁ ନିଜର ଗ୍ରାମ କୁ ବାଇକ ଯୋଗେ ଯାଉଥିବା ବେଳେ ସିନାପାଲି ପଟରୁ ଜେ ସି ବି ବୋଝଇ ଟ୍ରକ ଆସୁଥିବା ବେଳେ ରାଜପୁର ଗ୍ରାମରେ ଦୁର୍ଘଟଣା ର ଶିକାର ହୋଇଛି ଯୁବକ ଜଣକ, ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ର ତଦନ୍ତ କରୁଛନ୍ତି