Home Breaking News ଫୁଲବାଣୀରୁ ୧୦ ଓ ଜିଲ୍ଲାରୁ ୫୮ନୁତନ କରୋନାପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୦ ଓ ଜିଲ୍ଲାରୁ ୫୮ନୁତନ କରୋନାପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): ଗୁରୁବାର କନ୍ଧମାଳ ଜିଲ୍ଲାରେ ମୋଟ ୫୮ଜଣ କରେ। ନା ପଜିଟିଭ ରୋଗୀଚିହ୍ନଟ ହୋଇଛନ୍ତି ।.
ଗୁରୁବାର ଫୁଲବାଣୀ ସହରରୁ ୧୦ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ୧୦ଜଣଙ୍କ ମଧ୍ୟରୁ ନାରାୟଣୀ ସାହି ୨. ସତ୍ୟସାଇ ରୋଡରୁ ୨ ଜଣ, ଓ କଲେଜଛକ ଅଞ୍ଚଳରୁ ୨ଜଣ,ପଜିଟିଭ ଚିହ୍ନଟ ହୋଇଥିବାବେଳେ ବ୍ଳକ କଲୋନୀ, ମାଦି କୁନ୍ଦା , ଢିପା ସାହି, ଓ ଏଫସିଆଇ ଛକର ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଗୁରୁବାର ବାଲିଗୁଡ଼ା ସହରରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୬ଜଣ, ,ଦ।ରିଙ୍ଗବାଡି ୧. ଚକାପାଦ ୫,ଖଜୁରୀପଡ଼ା ୨’ଜିଉ ଦୟଗିରି ୭. ଫିରିଙ୍ଗିଆ ୪,କନୂଆଗାଁ ୩, ଟିକା ବାଲି ୮ ଓ ରାଇକିଆ ୧ ଜଣ ଓକୋଟଗଡ଼ ୩,କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ ର ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୪୦୪ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୪୮୦ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୮୮୩ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।।

related posts

Leave a Comment