Home Breaking News ଜିଲ୍ଲାନାସି ଗ୍ରାମପଞ୍ଚାୟତରେ 72 ଘଣ୍ଟିଆ ସଟଡାଉନ

ଜିଲ୍ଲାନାସି ଗ୍ରାମପଞ୍ଚାୟତରେ 72 ଘଣ୍ଟିଆ ସଟଡାଉନ

by Times One Odia
Share with
     
 
 
   

ଜିଲ୍ଲାନାସି ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ନିର୍ଦେଶ ଦ୍ୱରା 2.6.21 ଠାରୁ 5.6.21ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ସଟଡ଼ାଉନ… ଘୋଷଣା କଲେ ଜିଲାନାସି ସରପଞ୍ଚ ପ୍ରମାଦ କୁମାର ସ୍ୱାଇଁ… ଗ୍ରାମର 1, 8, 9 ନମ୍ବର ୱାର୍ଡ ରେ ଗତ 24 ଘଣ୍ଟା ଭିତରେ 9 କରୋନା ପଜିଟିଭ ଦେଖିବାକୁ ମିଳିଛି… ତେତୁଲିଆଖମର ଗ୍ରାମର 8, 9 ୱାର୍ଡ ରେ 7 ପଜିଟିବି ଜିଲ୍ଲାନାସି 1 ନମ୍ବର ୱାର୍ଡ ରେ 2 ଜଣ ପଜିଟିଭ ଦେଖିବାକୁ ମିଳିଛି… ଏହି ଦ୍ୱିତୀୟ ଲହର କୋରନା କୁ ରୋକିବା ପାଇଁ ଜିଲାନାସି ସରପଞ୍ଚ ଙ୍କ ଦ୍ୱାରା ସଟଡାଉନ ଘୋଷଣା କରାଯାଇଛି।

related posts

Leave a Comment