Home Breaking News / ତାଜା ଖବର ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ

୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ବ୍ରାଉନସୁଗାର ଚାଲାଣ ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମଧୁପାଟଣା ଥାନା ପୋଲିସ। ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଆମ୍ବ ବଗିଚା ଅଞ୍ଚଳରେ ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇ କମିଶନରେଟ୍ ପୋଲିସର ସ୍ପୋଶାଲ ସ୍କ୍ବାର୍ଡ ଚଢାଉ କରି ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର, ଏକ ବାଇକ୍, ୧୭ ହଜାର ଟଙ୍କା ଏବଂ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

related posts

Leave a Comment