Home Breaking News ଡେରାବିଶରୁ 12 ପଜିଟିଭ

ଡେରାବିଶରୁ 12 ପଜିଟିଭ

by Times One Odia
Share with
     
 
 
   

ଡେରାବିଶ(ଅଶୋକ ଦାସ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ର ବିଭିନ୍ନ ପଂଚାୟତ ରୁ ବୁଧବାର 12ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି.ତେବେ ବାଲିଆ ପଂଚାୟତ 3ଜଣ, ନରସିଂହପୁର ପଂଚାୟତ ଓ କୁରୁଜଙ୍ଗ ପଂଚାୟତ ରୁ 2ଜଣ ଲେଖାଏ, ଏବଂ ପଳେଇ, ଗୋଲରହାଟ, କୁସିଆପାଳ, ନହଙ୍ଗ, ଖମଳ ପଂଚାୟତ ରୁ ଜଣେ ଲେଖାଏଁ ଚି଼ହ୍ନଟ ହେଇଥିବାର ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି. ଚି଼ହ୍ନଟ ମାନଙ୍କ ମଧ୍ୟରୁ ଜଣଙ୍କୁ ଛତା ମେଡିକାଲ ରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ 11ଜଣଙ୍କୁ ଗୃହ ଆଇସାଲେସନ ରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇଛନ୍ତି. ସୂଚନା ଯୋଗ୍ୟ ଯେ 2021ଅପ୍ରେଲ ମାସର ଦ୍ୱତୀୟ ଲହରରେ ଡେରାବିଶ ଅଞ୍ଚଳ ରେ ଏ ପର୍ଯ୍ୟନ୍ତ 204ଜଣ ସଂକ୍ରମିତ ଚି଼ହ୍ନଟ ହେଇଥିବ ବ୍ଲକ ପ୍ରଶାସନ ସୂତ୍ରରୁ ପ୍ରକାଶ

related posts

Leave a Comment