Home Breaking News ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

by Times One Odia
Share with
     
 
 
   

କନ୍ଧମାଳ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ. ଘଟିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର. ଆହତ ହୋଇଥିବା ଜଣାପଡିଛି।
ମୃତକ ଜଣକ ହେଲେ ଶଙ୍କରାଖୋଲ ବରସାହିର ଚଉଦ ବର୍ଷ ର ନାବାଳକ ତରଣୀ ସେନ କହଁର l ସେ ୧୦ ମ ରେ ପାଠ ପଢ଼ୁଥିଲା। ସେହିପରି ଅନ୍ୟ ଜଣେ ୧୧ ବର୍ଷର ଆକାଶ କହର ଗୁରୁତର ଆହତ ହୋଇ ଛି। ଦୁହେଁ ଘରବାହାରେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ନାବାଳ କ ତରଣୀର ଆକାଳ ମୃତ୍ୟୁରେ ପରିବାର ସମେତ ଓ ଶଙ୍କରା ଖୋଲରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରୀ ବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

related posts

Leave a Comment