Home Breaking News ବର୍ଷା ପାଇଁ ବ୍ୟାପକ କ୍ଷତି: ଚାଷୀ ମୁଣ୍ଡରେ ଚଡ଼କ

ବର୍ଷା ପାଇଁ ବ୍ୟାପକ କ୍ଷତି: ଚାଷୀ ମୁଣ୍ଡରେ ଚଡ଼କ

by Times One Odia
Share with
     
 
 
   

ସୋନପୁର(ଅକ୍ଷୟ ପୁଜାହାରୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳ ରେ ବର୍ଷା ହେବା ଯୋଗୁଁ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀ ମାନଙ୍କର ବର୍ତ୍ତମାନ ଵିଳରେ,ଖଲାରେ ମଣ୍ଡି ମାନଙ୍କରେ ଧାନ ରହିଛି ।କେହି ଅମଳ କରି, ଟାର୍ଗେଟ ନଥିବାରୁ ମଣ୍ଡିରେ ରଖିଥିବା ବେଳେ କହି ଵିଳରୁ ଅମଳ କରି ସାରି ଖଲାରେ, ରାସ୍ତା କଡ଼ରେ ଟୋକନ ନଥିବାରୁ ଜଗିଛି ଚାଷୀ,ଓ ଅନେକ ଚାଷୀ ମୂଲିଆ ଅଭାବ ଯୋଗୁଁ, ଏବଂ ଲଗାତାର ବର୍ଷା ପାଇଁ ଵିଲରୁ ଧାନ ଅମଲ କରି ବାରେ ବାଧକ ସାଜିଛି ।ଅନ୍ୟ ପକ୍ଷରେ କିମ୍ କର୍ତ୍ତବ୍ୟ ବିମୁଢ ହୋଇ ବାଧ୍ୟହୋଇ କଷ୍ଟ ଉପାର୍ଜିତ ଫସଲ କୁ ଦଲାଲ ହାତରେ ଏକହଜାର ଟଙ୍କା ରୁ କମ୍ ଦରରେ ଟେକି ଦେଉଛି ଚାଷୀ । 
ଏହି ସବୁ ସରକାର ଓ ପ୍ରଶାସନ ଜାଣି ଅଜଣା ହେଉଛନ୍ତି । ଚାଷୀ କଟାକ୍ଷ କହୁଛି ମୁଁ ଗୁହାରି କରିବି ଯାହା କୁ ସେ ଘଇତା କରିଛି ତାହାକୁ ବୋଲି କରୁଛନ୍ତି । ସରକାର ପଞ୍ଜିକରଣ ଓ ଧାନ କ୍ରୟ ରେ ବିଭିନ୍ନ ନିୟମ ଚାଷୀ ଙ୍କ ହିତ ପାଇଁ କରୁ ଥିଲେ ମଧ୍ୟ ସରକାର ଙ୍କ ସବୁ ନିୟମ ଦଲାଲ କୁ ସୁହାଉଛି ଓ ଅଧିକ ମାଲେମାଲ ହେଉଛି । ଚାଷୀ ବହୁତ କଷ୍ଟରେ ବିଭିନ୍ନ ବାଧାବିଘ୍ନ ରେ ଧାର କରଜ କରି ଅଧିକ ଲାଭ ପାଇବା ପାଇଁ ଆଶା ବର୍ଷା ଓ ସରକାରଙ୍କ ପ୍ରୋକେମେଣ୍ଟ ନିୟମ ଓ ଲାଭଖୋର ସରକାରୀ ବାବୁଙ୍କ ଖାମଖିଆଲି ପରିଚାଳନା ଯୋଗୁଁ ଚାଷୀ ଆଗକୁ ଧାନ ଚାଷ କରିବାକୁ ଚାଷୀ ମୁହଁ ମୁଡି    ବାକୁ ବାଧ୍ୟ କରୁଛନ୍ତି ସରକାର ବୋଲି ଚାଷୀ ଦୁଃଖ ଭରା କଣ୍ଠରେ ଅଭିଯୋଗ କରିଛନ୍ତି । ପାଣି ପାଗ କାର୍ଯ୍ୟଳୟ ପକ୍ଷରୁ ଚଳିତ ବର୍ଷ ରେ ଜୁନ ମାସ ଦ୍ଵିତୀୟ ସପ୍ତାହରୁ ମୈସୁମି ଆସିବା ପୁର୍ବଅନୁମାନ କରି ସୁଚନା ଦେୁଛନ୍ତି ଏହାକୁ ଦେଖିଲେ ଓ ଏହିପରି ଏକ ବପତ୍ତି ସମୟରେ ଆଉ ଅପେକ୍ଷା ନକରି ଚାଷୀ ଦଳାର ହାତରେ ଟେକି ଦେୁଛି ା ଅନ୍ୟପଟରେ ଟାରଗେଟ ନଥିବାରୁ ଧାନ କ୍ରୟ ସଂସ୍ଥା ମାନଙ୍କରେ ଧାନ କ୍ରୟ ହୋଇ ପାରୁପଥିଲା ବେଷଳ କିନ୍ତୁ ମିଲ ସମ୍ମୁଖରେ ଶହ ଶହ ଗାଡ଼ି ଲାଇରେ ଲାଗି ମିଲକୁ କାକୁଥି ମିନତି କରି ବିକ୍ରୟ କରୁଥିବା ଚାଷି ପ୍ରକାା କରୁଛନ୍ତି ା ଏହିସୁ ସରକାର ଓ ପ୍ରଶାସନ ଜଣୀ ଚୁପ ରହୁ ଥିବାରୁ ଚାଷି ମାନେକ୍ଷୋଭ ପ୍ରକାଶ କରୁଛନ୍ତି ା ବତ୍ତମାନ ଧାନ ସଂଗ୍ରହ ଚାଳୁ ଥିଲା ବେଲେ ଆଉ କିଛିଦିନ ଗଲେ ଧାନ ଏନଟ୍ରି ପର୍ଯ୍ୟାୟ ଆରମ୍ଭହେବ ବୋଲି ଚାଷୀ କହୁଛନ୍ତି ା ଏହି ସବୁ ସରକ‌ାର ଜାଣତ ରେ ହେଉଥିବା ଚଶ‌େୀ ଅଭିଯୋଗ କରୁଛି ା ବର୍ଷା ପାଇଁ  ଅଞ୍ଚଳ ଚାଷୀ ବ୍ୟାପକ କ୍ଷତି ହୋଇଥିବା ଯୋଗୁଁ ଚାଷି ମୁଣ୍ଡରେ ଚଡ଼କ ପଡ଼ିଥିବା ଅଭିଯୋଗ ହେଉଛିା 

related posts

Leave a Comment