Home Breaking News / ତାଜା ଖବର ଫୁଲବାଣୀରୁ ୭ ଓ ଜିଲ୍ଲାରୁ ୯୫ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୭ ଓ ଜିଲ୍ଲାରୁ ୯୫ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବୁଧବାର କନ୍ଧମାଳ ଜିଲ୍ଲାରେ ମୋଟ ୯୫ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।.
ସେଥିରୁ ଫୁଲବାଣୀ ସହରରୁ ୭ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୭ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ୭ପଜିଟିଭ ଙ୍କ ମଧ୍ୟ ରୁ ନଦୀ ଖଣ୍ଡି ସାହିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ନାରାୟଣୀ ରୋଡ, ଆମ୍ୱେଦକର ସାହି,ଫୁଲ ବାଣୀସାହୀ ଓ ଟାଉନ ପ୍ଲାନିଙ୍ଗ କଲୋନୀରୁ ଜଣେ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବୁଧବାର ବାଲିଗୁଡ଼ା ସହରରୁ ୭ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୧୦ ଜଣ, ,ଦ।ରିଙ୍ଗବାଡି ୪. ଚକାପାଦ ୧୬,ଖଜୁରୀପଡ଼ା ୬’ଜିଉ ଦୟଗିରି ୯, ଫିରିଙ୍ଗିଆ୧ ,କନୂଆଗାଁ ୪, ଟିକା ବାଲି ୪ ରାଇକିଆ ୩ଜଣ ଓକୋଟଗଡ଼ ୧୭,କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ର ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୩୪୬ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୩୭୯ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯ ୨୬ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।।

related posts

Leave a Comment