Home Breaking News / ତାଜା ଖବର ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ମୃତ

ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ଝୁଲେନବର ଗାଁ
ନିକଟରେ ଏକ ଆମ୍ବୁଲେନ୍ସ ଗଛରେ ପିଟି ହେବା ଫଳରେ 2 ମୃତ ଆଜି ଭୋର ସକାଳ ପ୍ରାୟ 4 ଘଣ୍ଟା ସମୟରେ ପଦ୍ମପୁର ରୁ ପାଟଣାଗଡ଼ ଆସୁଥିବା ବେଳେ ଝୁଲେନବର ଗାଁ ନିକଟରେ ଏକ ଆମ୍ବୁଲେନ୍ସ ର ଚାଳକ ଭାରସାମ୍ୟ ହରାଇ ଗଚ୍ଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆମ୍ବୁଲେନ୍ସ ଚାଳକ ଘଟଣା ସ୍ଥଳରେ ଚାଳକ ନ ଥିବା ବେଳେ ଗାଡ଼ିରେ ଥିବା ରୋଗୀ ଓ ତାର ସମ୍ପର୍କୀୟ ମୃତ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି ବର୍ତ୍ତମାନ ସୁଦ୍ଧା ଦୁଇ ମୃତକର ପରିଚୟ ମିଳିପାରିନାହିଁ।

related posts

Leave a Comment