Home Breaking News / ତାଜା ଖବର ଟ୍ରକ ଧକ୍କାରେ ଜଣେ ମୃତ: ଜଣେ ଗୁରୁତର

ଟ୍ରକ ଧକ୍କାରେ ଜଣେ ମୃତ: ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ବିନପୁର ଠାରେ ଏକମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି, ଏ ଆର ଏସ ଏସ. କମ୍ପାନୀ ର ଟ୍ରକ ଚାପରେ ବାଇକ ଆରୋହୀ ସବିତା ନାଗ ମୄତ୍ୟୁ ବରଣ କରିଥିବାବେଳେ ତାଙ୍କ ସ୍ୱାମୀ ଲଖି ଧର ସଲମା ଗୁରୁତର ହୋଇ ନୂଆପଡା ରେ ଚିକିତ୍ସା ହେଉଛନ୍ତି, ଏମାନେ ବିନପୁର ର ତପନ ନାଗ ର ଝିଅ ଜ୍ବାଇଁ, ମହରା ଗ୍ରାମର ନିବାସୀ ବୋଲି ଜଣା ପଡିଛି,ସେମାନେ ବାଇକ ରେ ପୋଖରୀ କୁ ଗାଧୋଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି, ଗ୍ରାମ ବାସୀମାନେ ରାସ୍ତା ରୋକ କରିଥିଲେ, ପରେ ଫୋର ୱେ କର୍ମଚାରୀ, ସ୍ଥାନୀୟ ତହସିଲଦାର, ବିଡ଼ିଓ ପହଂଚି ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ପରେ ଗମନା ଗମନ ସ୍ୱାଭାବିକ ହୋଇଥିଲା l

related posts

Leave a Comment