Home Breaking News / ତାଜା ଖବର ରାଇକିଆ ନୂତନ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଦାୟିତ୍ଵ ଗ୍ରହଣ

ରାଇକିଆ ନୂତନ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଦାୟିତ୍ଵ ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ଥାନାର ନୁତନ ଅଧିକାରୀ ଭାବେ ଶ୍ରୀକାନ୍ତ ଖମାରୀଙ୍କ ଆଜି ମଙ୍ଗଳବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ସେ ଏଥି ପୁର୍ବରୁ ଶ୍ରୀ ଖମାରୀ ବାରଖମା ଥାନାଧିକାରୀ ରହିଥିଲେ। ପୁର୍ବରୁ କାର୍ଯ୍ୟରତ ଅଧିକାରୀ ଟିଟି ବେହେରାଙ୍କ ତୁମୁଡ଼ିବନ୍ଧ ଥାନାକୁ ବଦଳି ହୋଇଛି। ସରକାରଙ୍କ କୋଭିଡ୍-୧୯ କଟକଣାକୁ ଗୁରୂତ୍ଵ ଦେବା ସହ ରାଇକିଆ ଅଞ୍ଚଳର ଲୋକେ ଏହା ମାନିଚଳିବା ଏବଂ ଅଞ୍ଚଳକୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ।

related posts

Leave a Comment