Home Breaking News / ତାଜା ଖବର ରେଳବିଭାଗର ଅଣ୍ଡର ଗ୍ରାଉଣ୍ଡ ପାଇଁ ଶତର ଖଣ୍ଡ ଗାଁର ଅଭିଯୋଗ

ରେଳବିଭାଗର ଅଣ୍ଡର ଗ୍ରାଉଣ୍ଡ ପାଇଁ ଶତର ଖଣ୍ଡ ଗାଁର ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଇଛା ପୁରୁ ପଞ୍ଚାୟତର ପ୍ରାୟ ୧୭ ଖଣ୍ଡ ଗାଁ ଲୋକମାନେ ଅଭିଯୋଗ ଆଣିଥିଲେ ରେଳ ଧାରଣା ଡେଇଁ ଯାଉଥିବା ସମୟରେ ବହୁ ସମ୍ମୁଖୀନ ହେଉଛନ୍ତି କିନ୍ତୁ ଆଜି ଶ୍ରୀଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ଶ୍ରୀ ଜଗନ୍ନାଥ ସାରକା ଯାଇ ଲୋକଙ୍କ ସମସ୍ୟା ବୁଝି ନେଇଥିଲେ। ଦୀର୍ଘ ଦିନ ଧରି ଏହି ରାସ୍ତାରେ ଯିବା କରୁଛନ୍ତି ଯାହାଫଳରେ ଭୟ ବିତ ହୋଇ ବିଷମକଟକ ଏସ୍ ଡିପିଓ ଆକଶ ଚନ୍ଦ୍ର ସାହୁ ବିଜେବି ସମ୍ପାଦକ ପୁର୍ନ ଚନ୍ଦ୍ର ଗୋଡ ଓ ରତ୍ନଲାଲ ଜୋନ ତହସିଲଦାର ଦେବାଶିଷ ଗୌଡ ସେଠିରେ ପହଞ୍ଚି ସମସ୍ଯ ବୁଝିନେଲେ କିନ୍ତୁ ଲୋକଙ୍କ ଅଭିଯୋଗ ଯେଉଁ କାରଣ ହେବି ଏହି ରାସ୍ତାରେ ଅବର ବ୍ରିଜ କଲେ ଆମେ ଇଜାପୁର ପଞ୍ଚାୟତର ଶତର ଖଣ୍ଡ ଗ୍ରାମ ବାସକ ଉପକୃତ ହେବୁ ଜଗନ୍ନାଥ ନୁଣ୍ଡୁକା ଓ ଦିରୁ ପାଣିଗ୍ରାହୀ କହିଛନ୍ତି ।ଏହି ସମସ୍ଯ ଶ୍ରୀ ଜଗନ୍ନାଥ ସାରକା ସ୍ଥାନୀୟ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଲୋକମାନେ ଅପକ୍ଷରେ ଅଛନ୍ତି। କୋରୋନା କଟକଣା ମଧ୍ୟ ବୁଲି ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନ ଯାଇ ପରିଦର୍ଶନ କରିଥିଲେ।

related posts

Leave a Comment