Home Breaking News / ତାଜା ଖବର କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା

କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡା(ସୁନୀଲ ସାହୁ): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଅନୁଆପଡ଼l ଗ୍ରlମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ସେହି ଗ୍ରାମର ସୁଧୀର ତ୍ରୀପାଠୀ ଙ୍କ ଛୋଟ ପୁଅ କାହ୍ନା ତ୍ରୀପାଠୀ ସେ ୪ ଟା ବେଳ ତାଙ୍କ ଘର ଛାତ ଉପରେ ଏକ କଞ୍ଚା ବାଉଁଶରେ ଖେଳୁଥିବା ସମୟର ୩୩ କେ ଭି ଇଲେକ୍ଟ୍ରି ତାର ଏବଂ କଞ୍ଚା ବାଉଁସର ସଂଯୋଗରେ ଛୋଟ ବାଳକ ଦେହରେ କରେଣ୍ଟ ଲାଗିଯାଇଥିଲା ତା ପରେ ସେ ଛିଟିକିକି ତଳେ ପଡିଯାଇଥିଲା l ତାଙ୍କ ଘର ଲୋକ ସାଙ୍ଗେ ସାଙ୍ଗେ ତାକୁ କେନ୍ଦ୍ରାପଡ଼ା ମେଡିକାଲ କୁ ନେଇଯାଇଥିଲେ ହେଲେ ରାତ୍ରୀ ପ୍ରାୟ 10 ବେଳେ ତlର ମୃତ୍ୟୁ ହେଇଗଲା l କାହ୍ନ ର ମୃତ୍ୟୁ ରେ ଅନୂପଡ଼l ଗ୍ରମରେ ଶୋକାକୋଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି l

related posts

Leave a Comment