Home Breaking News / ତାଜା ଖବର ଫୁଲବାଣୀରୁ ୮ଓ ଜିଲ୍ଲାରୁ ୬୫ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୮ଓ ଜିଲ୍ଲାରୁ ୬୫ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ୬୫ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।.
ମଙ୍ଗଳବାର ଫୁଲବାଣୀ ସହରରୁ ୮ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୬ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ୮ ଜଣ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟ ରୁ ଶାସ୍ତ୍ରୀନଗର ଓ ପୋଲିସ କଲୋନୀର ୨ ଜଣ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ପିଅନ ପଡା,ଓ ଲଡ ଏଲଆଇସି କଲୋନୀ,,ମାଷ୍ଟ୍ରପଡ଼ା ଓଫୁଲ ବାଣୀ ସାହିରୁ ଜଣେ ଲେଖାଏଁ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି
ସେହିପରି ମଙ୍ଗଳବାରଜିଲ୍ଲାର ବାଲିଗୁଡ଼ା ସହରରୁ ୧ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୭ଜଣ, ,ଦ।ରିଙ୍ଗବାଡି ୭. ଚକାପାଦ ୩,ଖଜୁରୀପଡ଼ା ୬’ଜିଉ ଦୟଗିରି ୨, ଫିରିଙ୍ଗିଆ୧ ୭,କନୂଆଗାଁ ୬, ଟିକା ବାଲି ୩ ତୁମୁଡିବନ୍ଧ ୬ଓ ରାଇକିଆ ୧ ଜଣ ଓକୋଟଗଡ଼ ୮,କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ର ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୨୫୧ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୨୭୯ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯ ୩୧ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment