Home Breaking News / ତାଜା ଖବର ଜୁଆ ଆଡ୍ଡା ଚଢାଉ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର):ଗଞ୍ଜାମ ଜିଲ୍ଲା ର ଆସିକା ଥାନା ପୋଲିସ ପକ୍ଷରୁ , ଏକ ବଡଧରଣର ର ଜୁଆ ଆଡ୍ଡା ଉପରେ ଚଢ଼ଉ । ଆସିକା ସହର ନିକଟସ୍ଥ ଖମ୍ବେଶ୍ୱରୀ ପାଟଣା ନିକଟରେ ଚାଲିଥିଲା ଜୁଆଖେଳ । ଏଥିରେ ୧୧ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ , ସେମାନଙ୍କ ଠାରୁ ନଗଦ ୨ଲକ୍ଷ ୧୦ହଜାର ୫୦୦ ଟଙ୍କା ଜବତ କରିବା ସହ , ୪ ଟି ମୋଟରସାଇକେଲ ଓ ୧୧ ଟି ମୋବାଇଲ ମଧ୍ୟ ଜବତ ହୋଇଥିବା ନେଇ ଆସ୍କା
ଥାନାଧିକାରୀ ସୂଚନା ଦେଇଛନ୍ତି ।

related posts

Leave a Comment