Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲଷ୍ମୀପୁର(ରଞ୍ଜିତ ମହାନନ୍ଦିଆ/ଦୀପକ ମାଝି): ଆଜି ସନ୍ଧ୍ୟା ପ୍ରାୟ 5ଟା ସମୟ ରେ କୋରାପୁଟ-ରାୟଗଡା ମୁଖ୍ୟ ରାସ୍ତା ,ତୋୟାପୁଟ ନିକଟ ରେ ଏକ ଟିପର ଓ ମୋଟର ସାଇକେଲ ମଧ୍ୟ ରେ ଦୁର୍ଘଟଣା ଘଟି ବାଇକ ଆରୋହି ଗୁରୁତର ଆହତ ହେଇଥିବା ଜଣାପଡିଛି। ଟ୍ରକ ଟି ମଇନ୍ସ ବୋଝେଇ ହେଇଥିବା ବେଳେ ଆହତ ଙ୍କ ପରିଚୟ ମିଳିପାରିନାହିଁ।ମୋଟର ସାଇକେଲ ଟି ଟ୍ରକ ତଳେ ଚାପି ହୋଇ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି l ଏହି ରାସ୍ତା ରେ ପ୍ରତିଦିନ ସହ ସହ ଟ୍ରକ ଓ Tipper ଯିବା ଆସିବା କରୁଥିବା ରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି

related posts

Leave a Comment