Home Breaking News / ତାଜା ଖବର ଆସିକା ଥାନା ପୋଲିସ ଦ୍ବାରା ପାଞ୍ଚ ଯୁବକ ଗିରଫ

ଆସିକା ଥାନା ପୋଲିସ ଦ୍ବାରା ପାଞ୍ଚ ଯୁବକ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ଆସିକା ଥାନା ପୋଲିସ ଦ୍ବାରା ପାଞ୍ଚ ଜଣ ଯୁବକ ଗିରଫ । ଏକ ମାଉଜର , ଶହ ପାଞ୍ଚ ଗୋଟି ଜୀବନ୍ତ ବୋମା , ଦୁଇ ଲାଇଭ କେଟ୍ରିଜ , ମରିଚଗୁଣ୍ଡ ଓ ଦୁଇ ମୋଟରସାଇକେଲ ଜବତ କରିଛି ଆସ୍କା ପୋଲିସ୍ । ଦାଶନାପଲି ବିଶ୍ରାମ ଗାରରୁ ଗିରଫ ହେଲେ ସମସ୍ତ ଯୁବକ । ସୂଚନା ଦେଲେ ଉମା ଶଙ୍କର ସିଙ୍ଗ୍ ।

related posts

Leave a Comment