Home Breaking News / ତାଜା ଖବର କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକଙ୍କ ଜୀବନ ନେଲା କୋଭିଡ଼

କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକଙ୍କ ଜୀବନ ନେଲା କୋଭିଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ 4ର ସୁନାମଧନ୍ୟ ଶିକ୍ଷକ ପାର୍ଥ ସାରଥୀ ରାୟ ମହାପାତ୍ରଙ୍କ ପରଲୋକ |କିଛିଦିନ ହେବ ସେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ |ଶେଷରେ 29ତାରିଖରେ ସେ ଚାଲିଗଲେ ଆରପାରିକୁ |ତାଙ୍କର ମୃତ୍ୟୁରେ ଛାତ୍ର, ଛାତ୍ରୀ ଓ ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି |

related posts

Leave a Comment