Share with
ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ 4ର ସୁନାମଧନ୍ୟ ଶିକ୍ଷକ ପାର୍ଥ ସାରଥୀ ରାୟ ମହାପାତ୍ରଙ୍କ ପରଲୋକ |କିଛିଦିନ ହେବ ସେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ |ଶେଷରେ 29ତାରିଖରେ ସେ ଚାଲିଗଲେ ଆରପାରିକୁ |ତାଙ୍କର ମୃତ୍ୟୁରେ ଛାତ୍ର, ଛାତ୍ରୀ ଓ ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି |