Home Breaking News ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୧୦୭ ନୁତନ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି

ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୧୦୭ ନୁତନ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା ପୁଣି ତିନି ଅଙ୍କ ଛୁଇଁଛି ।
ଆଜି ରବିବାର ଫୁଲବାଣୀ ସହରରୁ ୬ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ରବିବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୧୩ଜଣ, ,ଦ।ରିଙ୍ଗବାଡି ୧ ୪. ଚକାପାଦ ୭,ଖଜୁରୀପଡ଼ା ୫,ଜିଉ ଦୟଗିରି ୬, ଫିରିଙ୍ଗିଆ ୭,କନୂଆଗାଁ ୫. ଟିକା ବାଲି ୪, ତୁମୁଡିବନ୍ଧ ୨ଓ ରାଇକିଆ ୧୦ ଜଣ ଓକୋଟଗଡ଼ ୩ ,କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪ ଜଣ ସିଆରପିଏଫ୍ ଜବାନ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୦୯୬ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ଠ୮୬ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯ ୬୯ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment