Home Breaking News / ତାଜା ଖବର ନରସିଂହପୁରରେ ୧୩ଜଣ କୋଭିଡ ପଜିଟିଭ ଚିହ୍ନଟ ହେଲା ବେଳେ ବଡମ୍ବାରେ ୧୧ ପଜିଟିଭ ସର୍ଵମୋଟ ନିର୍ବାଚନ ମଣ୍ଡଳୀରୁ ୨୪କୋଭିଡ ପଜିଟିଭ

ନରସିଂହପୁରରେ ୧୩ଜଣ କୋଭିଡ ପଜିଟିଭ ଚିହ୍ନଟ ହେଲା ବେଳେ ବଡମ୍ବାରେ ୧୧ ପଜିଟିଭ ସର୍ଵମୋଟ ନିର୍ବାଚନ ମଣ୍ଡଳୀରୁ ୨୪କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁରର କାଠଖୁଣ୍ଟରେ ୪ଜଣ, ଓଡ଼ିସିଙ୍ଘାରେ ୨ଜଣ, ଅଢ଼େଇଗୁଣ୍ଡିରେ ୨ଜଣ, ଡ଼ିମିରିଆ, ହିଞ୍ଜଳଖାଲ, ଜାନିସାହି, ପଦ୍ମପୁର, ପାଇକପଡାପାଟଣାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବଡମ୍ବାରେ କଷିକିଆରୀରୁ ସାତ ଜଣ, ମାଣିଆବନ୍ଧ, ଵିଧାରପୁର, ବଡ଼ବାରସିଂହ, ଖୁଣ୍ଟକଟାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ନରସିଂହପୁର କୋଭିଡ କେୟାର ସେଣ୍ଟରରୁ ଜଳକେଳିର ୨ଜଣ ରୁଦ୍ର କୋଭିଡ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ରେଫର ହୋଇଛନ୍ତି।

ସମ୍ଭାବ୍ୟ ବାତ୍ୟା, litreture ଓ Format printing Shutdownରେ କିଛି ବିଳମ୍ବ ହେଲେ ବି କ୍ଷେତ୍ରୀୟ ଅଧିକାରୀଙ୍କ ସଂଗେ ଆଜି କଥାବାର୍ତ୍ତାରୁ ଘରକୁ ଘର ସର୍ଭେ, ଗାଁ କଲ୍ୟାଣ ସମିତିକୁ ଯୋଡିବା ଓ ଟେଷ୍ଟିଂ କ୍ୟାମ୍ପ ଆସନ୍ତା ସପ୍ତାହରୁ ଠିକଣା ଗତି ଧରିବ ବୋଲି ଅନୁମେୟ।

ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁଯାୟୀ ଗ୍ରାମୀଣ ସଂକ୍ରମଣର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ସରକାର ଲକଡାଉନ ଆଗାମୀ ୧୭ ଯାଏଁ ବଢେଇବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଟେଷ୍ଟିଂ, ଗ୍ରାମୀଣ ସ୍ୱାସ୍ଥ୍ୟ ସର୍ଭେଲାନ୍ସରେ ଗ୍ରାମବାସୀ , ସ୍ଥାନୀୟ ଜନପ୍ରତିନିଧି ସହଯୋଗ କରିବାକୁ ଅନୁରୋଧ।

related posts

Leave a Comment