Home Breaking News / ତାଜା ଖବର ନାବାଳିକା ଦୁଷ୍କର୍ମର ଶିକାର

ନାବାଳିକା ଦୁଷ୍କର୍ମର ଶିକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ତ ଇସାଣି ବ୍ରହ୍ମପୁର ପଞ୍ଚାୟତ ର ନେଉଟିଆକଣ ଗ୍ରାମରେ ଘୋର ଲଜ୍ୟା ଜନକ ଘଟଣା ଘଟିଛି । ୧୫ବର୍ଷ ର ନାବାଳିକା ସନ୍ଧ୍ୟରେ ଲାଟିନୀ ଯାଇଥିବାର ସୁଯୋଗ ନେଇ ବ୍ରାହ୍ମଣଭୂଇଁ ଗାଁ ତୀଆଡି ସାହିର ସରୋଜ ଶତପଥୀ(୨୫) ନାମକ ଏକ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି ନାବାଳିକା।ଝିଅ ପାଟି କରିବାରୁ ପରିବାର ଲୋକେ ଯିବାରୁ ସରୋଜ ଦୌଡ଼ି ପଳାଇଥିଲା।ଝିଅର ବାପା କିଶନ ନଗର ଥାନାରେ ଲିଖିତ ଅଭିଯୋଗ କଲାପରେ ସରୋଜ କୁ କିଶନ ନଗର ପୋଲିସ୍ ଅଟକ ରଖିବା ସହିତ ନା ବାଳିକା ଝିଅର ଡାକ୍ତର ମାଇନା କରିବାକୁ ପଠାଇଛି।କିଶନ ନଗର ପୋଲିସ୍ ୭୭/୨୧ ରେ ମାମଲା ରୁଜୁ କରିବା ସହ ପୋସ୍କୋ ଆକ୍ଟ ଲଗାଇ ତଦନ୍ତ ଜାରି ରଖିଛି।

related posts

Leave a Comment