Home Breaking News / ତାଜା ଖବର ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା କଠିନ ପର୍ଯ୍ୟଵସ୍ତୁ ପରିଚାଳନା ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା କଠିନ ପର୍ଯ୍ୟଵସ୍ତୁ ପରିଚାଳନା ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଆଇନ ପ୍ରାଧିକରଣ ଦ୍ୱାରା ଆଜି ତା ୨୮/୦୫/୨୧ରିଖ ଅତିରିକ୍ତ ଜିଲ୍ଲା ଦୈରା ଜଜ୍ ଶ୍ରୀ ନିରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ରେ ଅନଲାଇନ ମାଧ୍ୟମରେ କଠିନ ପର୍ଯ୍ୟବସ୍ତୁ ପରିଚାଳନା ସଂପର୍କିତ ଏକ ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଅନ୍ୟମାନଙ୍କ ମାଧ୍ୟମରେ ପରିବାର ଅଦଲତ ର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ,ସ୍ଥାୟୀ ଲୋକ ଅଦାଲତ ର ବିଚାରପତି ଶ୍ରୀ ହିମଂଶୁ ଶେଖର ବ୍ରହ୍ମା,ରେଜିଷ୍ଟାର ଶ୍ରୀମତି ପ୍ରତିମା ପାତ୍ର,
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର,ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ,ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅସଂଗ୍ରହଣ କରିଥିଲେ । ସୁନ୍ଦର ପରିବେଶ କୁ କିପରି ସୁନ୍ଦର, ସୁସ୍ଥ ଓ ସବୁଜ ରଖାଯାଇପାରିବ ଓ ଏଥିନିମନ୍ତେ ବର୍ୟବସ୍ତୁକୁ ର ସଠିକ ପରିଚାଳନା ଉପରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ପରେ ପରେ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ର ରିଜଓନାଳ ଅଫିସର ଶ୍ରୀ ପ୍ରଶାନ୍ତ କର କଠିନ ବର୍ୟବସ୍ତୁ ପରିଚାଳନା ନିୟମ-୨୦୧୭,ବଯ୍ୟଵସ୍ତୁ ପରିଚାଳନା ର ବିଭିନ୍ନ ଉପାୟ ଉପରେ ବିଷଦ ଉପାୟ ଧାରଣ ଦେଇଥିଲେ । ସର୍ବପରି ଏହି କାର୍ଯ୍ୟକ୍ରମରେ ପାନାଲ ଓକଲ,ପାରା ଲିଗଲ ଭଲ୍ୟୁଣ୍ଟର,ଆଇନ ସଚେତନତା କ୍ଲବର ଛାତ୍ର ଛାତ୍ରୀ ଙ୍କୁ ମିଶାଇ ସର୍ଵମୋଟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

related posts

Leave a Comment